ସମ୍ବଲପୁର:ଗତକାଲି ବୁର୍ଲା ରେ ଗୋଟିଏ ନବଜାତକ ଶିଶୁ ପାଇଁ ଓ ନେଗେଟିଭ ର ପିଆରବିସି ଆବଶ୍ୟକତା ଥିଲା।କିନ୍ତୁ ରକ୍ତ ଭଣ୍ଡାରରେ ଏହି ଗ୍ରୁପର ରକ୍ତ ଅଭାବ ରହିଥିଲା l ପିଆରବିସି ରକ୍ତ ପାଇଁ ବରଗଡ଼ ରକ୍ତଭଣ୍ଡାର ସହିତ ମଧ୍ୟ ଯୋଗାଯୋଗ କରାଯାଇଥିଲା।କିନ୍ତୁ ସେଠାରେ ମଧ୍ୟ୍ୟ ପିଆରବିସି ନଥିଲା। ଶେଷରେ ସମ୍ବଲ ଅନୁଷ୍ଠାନର ରାମଦାସ ପଣ୍ଡା ନିୟମିତ ରକ୍ତଦାତା ଗୋପାଳ ମେହେରଙ୍କ ସହ ଯୋଗାଯୋଗ କରି ବୁର୍ଲାକୁ ନେଇ ରକ୍ତଦାନ କରେଇଥିଲେ। ଆଜି ସକାଳୁ ନବଜାତ ଶିଶୁକୁ ଏହି ରକ୍ତ ଦିଆଯାଇଥିବା ରକ୍ତଭଣ୍ଡାର ରଦେବାଶିଷ ମିଶ୍ର ଜଣେଇଛନ୍ତି।
ବିରଳ ରକ୍ତ ଓ ନେଗେଟିଭ ଦେଇ ଜୀବନ ବଞ୍ଚାଇଲେ
