Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଟଡିହି ବ୍ଲକ୍ ରେ ଦକ୍ଷତା ବିକାଶ ପକ୍ଷରୁ ନିଯୁକ୍ତି ମେଳା ଅନୁଷ୍ଠିତ।

ହାଟଡିହି ବ୍ଲକ ସଭା ଗୃହ ରେ ମୁଖ୍ୟ ମନ୍ତ୍ରୀ ଙ୍କ ଜିଲ୍ଲା ଦକ୍ଷତା ବିକାଶ ପକ୍ଷରୁ ଅଭିଷେକ ଚକ୍ର ଙ୍କ ନେତୃତ୍ଵ ରେ ଏକ ମାଗଣା ନିଯୁକ୍ତି ଶିକ୍ଷା ପାଇଁ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥରେ ମୋଟ  ଆଠ ଗୋଟି ବିଭାଗ ରେ ୧୧୫ଜଣ ଛାତ୍ର ଛାତ୍ରୀ ରେଜିଷ୍ଟ୍ରେସନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ବିପିଏମ୍  ମଧୁସୂଦନ ଦାସ, ସହୋଜୋଗୀ ଓଏଲ୍ ଏମ ମିନାକ୍ଷୀ ମୋନାଲିସା ଜେନା, ସ୍ଵର୍ଣ୍ଣଲତା ପୂର୍ଷ୍ଟି ସୋହୋଜଗ କରିଥିଲେ। ଏହି ଶିକ୍ଷା ରେ ପିଲା ମାନଙ୍କ ଶତକଡା ୭୦ଭାଗ ନିଯୁକ୍ତି ସୁଯୋଗ ମିଳିପାରିବ ବୋଲି ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଅଭିଷେକ ଚକ୍ର ସୂଚନା ଦେଇଛନ୍ତି। ଏହା ଛଡା ଚଳିତ ମାସ ୨୯ ଓ ୩୦ ତାରିଖ ନିଯୁକ୍ତି ସୁଯୋଗ କେନ୍ଦୁଝର ଓସଏମ୍ଇ କ୍ୟାମ୍ପସ ରେ ରହିଥିବା ସୂଚନା ନିର୍ଦ୍ଧିଷ୍ଟ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ