Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ଦିନ ନପୁରୁ ଣୁ ରୁ ଉଠିଲା ପିଚ।

ହାଟଡିହି ବ୍ଲକ କେତେକ ରାସ୍ତାରେ ଏବେ ପିଚ୍ ମନଇଚ୍ଛା ହେଉଥିବା ଦେଖିବାକୁ ମିଳୁଛି । ଯାହାକି ସୂଚନା ଅନୁଯାୟୀ ଆମ୍ୱୋ ପଞ୍ଚାୟତ ର ଇସଳା ଛକ ଠାରୁ ଭୟା ତେମଳା ଦେଇ ମତାବାଜ୍ କୁ ସଂଯୋଗ କରୁଥିବା ଏହି ଏବେ ନିମ୍ନ ମାନର। ଯାହାକୁ ଦେଖି ଲେ ଆପଣ କହିବେ ମାନିବାକୁ ପଡ଼ିବ ତୁମ ବୁଦ୍ଧି କୁ। ହଁ ଆଜ୍ଞା ଏହି ବ୍ଲକ ରେ ଏବେ ଠିକାଦାର ଙ୍କ ଠାରୁ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ବେଶ୍ ଭଲ ସମ୍ପର୍କ ସ୍ଥାପନା କରି ବିଲ୍  କରିବାରେ ମଶଗୁଲ। ହେଲେ ଯିଏ କହିଲା ହେଲା ଖରାପ । ସରକାର ଙ୍କ ତହବିଲ ରୁ ୫୦ ଲକ୍ଷ୍ୟ ରୁ ଅଧିକ ଟଙ୍କା ରେ ବ୍ୟୟ ବରାଦ ହୋଇଥିବା ଏହି ରାସ୍ତା କଥା ନକହିବା ଭଲ। ଯାହାକି ଖରାପ କ୍ୱାଲିଟୀ ପିଚ୍ ଏବଂ ଉପକୁକ୍ତ ପରିମାଣ ସବ୍ ବେଶ ନଥିବାରୁ ମାତ୍ର ପନ୍ଦର ଦିନରେ ପୁରୀ ନଥିବା ବେଳେ ପିଚ୍ ସବୁ ଫଡା ଫଡା ହୋଇ ଉଠି ଲାଣି। କିନ୍ତୁ ଉକ୍ତ ଅଞ୍ଚଳ ର ଲୋକେ ଏଭଳି ରାସ୍ତା ଉପରେ ବିଶେଷ ଜ୍ଞାନ ନଥିବାରୁ ଠିକାଦାର ଓ ଯନ୍ତ୍ରୀ ଦିନରେ ଚୂନ ମାରିବା ଭଳି କାମ କରି ବିଲ୍ ରେ ବ୍ୟସ୍ଥ ଥିବା ଦେଖିବାକୁ ମିଳିଛି। ଅପେକ୍ଷା ଏହି ରାସ୍ତା ର ମାନ ଚେକ୍ କରିବାକୁ ଆସୁଥିବା ବାବୁ ମାନେ ସାଲିସ କରୁ ଛନ୍ତି ନା ପୁନଃ କାମ କରୁଛନ୍ତି। କାରଣ ଏହା ଜିଲ୍ଲା ବର୍ତ୍ତମାନ ର ମୁଖ୍ୟମନ୍ତ୍ରୀ ଙ୍କ ଫୋକସ୍ ରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ