ଭୁବନେଶ୍ୱର:୧୦ଟି ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ସୂଚନା ଦେଇଛନ୍ତି । ଛୁଆଙ୍କ ସହିତ ଧୋକା- ୫ଞ ନାଁରେ ରୂପାନ୍ତରୀକରଣ କରି ସ୍ମାର୍ଟସ୍କୁଲ ଯୋଜନା ଠିକ୍ ନଥିଲା । ପିଲାମାନଙ୍କର ଭବିଷ୍ୟତ ସହିତ ଧୋକା ହୋଇଛି । ଡିପିଆର ପ୍ରସ୍ତୁତ ହୋଇ ନ ଥିଲା କି ଏଷ୍ଟିମେଟ୍ ହୋଇ ନ ଥିଲା ।ପ୍ରତି ପଚାଂୟତରେ ଏକ ଆଦର୍ଶ ବିଦ୍ୟାଳୟ ପାଇଁ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷ ୧୧୪ଟି ପଚାଂୟତରେ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହେବ । ପରବର୍ତ୍ତୀ ୪ ବର୍ଷରେ ଅନ୍ୟ ପଚାଂୟତମାନଙ୍କରେ ହେବ । ଏଥିପାଇଁ ୧୨ ହଜାର କୋଟି ଟଙ୍କା ରାଜ୍ୟ ସରକାର ବ୍ୟୟ କରିବେ । ମୋଟ ୬୭୯୪ଟି ପଚାଂୟତରେ ଏପରି ଫିଡର ସ୍କୁଲ୍ ଚିହ୍ନଟ କରାଯିବ । ଚଳିତ ବର୍ଷ ୧୧୪ଟି ପଚାଂୟତରେ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହେବ । ପରବର୍ତ୍ତୀ ୪ ବର୍ଷରେ ଅନ୍ୟ ପଚାଂୟତ ମାନଙ୍କରେ ହେବ । ଏଥିପାଇଁ ୧୨ହଜାର କୋଟି ଟଙ୍କା ରାଜ୍ୟ ସରକାର ବ୍ୟୟ କରିବେ । ମୋଟ ୬୭୯୪ଟି ପଚାଂୟତରେ ଏପରି ଫିଡର ସ୍କୁଲ୍ ଚିହ୍ନଟ କରାଯିବ । ୫ଟି ନାଁରେ ରୂପାନ୍ତରୀକରଣ କରି ସ୍ମାର୍ଟ ସ୍କୁଲ ଯୋଜନା ଠିକ୍ ନଥିଲା । ଡିପିଆର ପ୍ରସ୍ତୁତ ହୋଇନଥିଲା କି ଏଷ୍ଟିମେଟ୍ ହୋଇନଥିଲା । ପିଲାମାନଙ୍କ ଭବିଷ୍ୟତ ପ୍ରତି ଏହା ଧୋକ୍କା ହୋଇଥିଲା । ତେଣୁ ପ୍ରତି ପଚାଂୟତରେ ଏକ ଆଦର୍ଶ ବିଦ୍ୟାଳୟ ପାଇଁ ନିଷ୍ପତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ମୋହର,ପ୍ରତି ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ
