Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଅଗ୍ନିକାଣ୍ଡରେ ଜଳିଗଲା ଭେରାଇଟି ଷ୍ଟୋର

ଆଠମଲ୍ଲିକ: ଆଠମଲ୍ଲିକ ଧଳପୁର ଗ୍ରାମର ରବିନାୟଣ ନାୟକ ଭେରାଇଟିଦେକାନରେ ଅଗ୍ନିକାଣ୍ଡ। ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତି। ଘରେ ରୋଷେଇ କରୁଥିବା ସମୟରେ ଗ୍ୟାସ ସିଲିଣ୍ଡରରୁ ନିଆଁ ବ୍ୟାପି ଥିବାର ଖବର ମିଳିଛି। ନିଆଁ ଲାଗିବାର ଦେଖି ପରିବାର ଲୋକ ବାହାରକୁ ଚାଲି ଯାଇଥିଲେ। ଆଠମଲ୍ଲିକ ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଆଠମଲ୍ଲିକ ଦମକଳ ବାହିନୀ ଯାଇ ନିଆଁକୁ ଆୟତ କରିଥିଲେ।