Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

ସମ୍ବଲପୁର:ସମ୍ବଳପୁର ଦାନୀପାଳି ସ୍ଥିତ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ରେ ବୁଧବାର ପ୍ରତିଷ୍ଠା ଉତ୍ସବ ଅବସରରେ ସ୍ବତନ୍ତ୍ର ପୂଜା ଆନୁଷ୍ଠିତ ହୋଇଯାଇଛି । ରଣେଶ୍ୱର ରାମଚଣ୍ଡୀଙ୍କ ମନ୍ଦିର ପୂଜକ ଦେବୀ ଭୋଇ, ବସୁଦେବ ଭୋଇ, ସୁଦାମ ପ୍ରଧାନଙ୍କ ଦ୍ୱାରା ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ସକାଲୁ ବାବା ରଣେଶ୍ୱର ଏବଂ ମାଁ ରାମଚଣ୍ଡୀ ଏବଂ ସମସ୍ତ ପାଶ୍ୱର୍ର୍ର୍ର୍ର୍ର୍ର୍ ଦେବା ଦେବୀଙ୍କ ସ୍ନାନ କରାଯାଇ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା ବାବା ରଣେଶ୍ୱର ଏବଂ ମାଁ ରାମଚଣ୍ଡୀଙ୍କୁ ବିଭିନ୍ନ ପ୍ରକାର ଫୁଲ ରେ ସୁନ୍ଦର ଭାବରେ ସଜା ଯାଇଥିଲା । ଦାନୀପାଲି ଅଂଚଳର ମହିଳା ମାନଙ୍କ ଦ୍ୱାରା ଛପନ ଭୋଗ ଅର୍ପଣ କରା ଯାଇଥିଲା । କୁଲତା ସମାଜ ର ସଦସ୍ୟ ତଥା ଏହି ଅଂଚଳ ର ଭକ୍ତମାନେ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ଏହି ଅବସରରେ ସ୍ବତନ୍ତ୍ର୍‌ ଛପନ ଭୋଗ ଅର୍ପଣ ସହ ଆଳତି କରାଯାଇ ଥିଲା । ଏହି କାଯର୍‌ୟକ୍ରଚ୍ଚମରେ ହାରାଧନ ପ୍ରଧାନ, ମୁରଲୀ ପ୍ରଧାଙ୍କ୍ତ, ସରୋଜ ପ୍ରଧାନ, ଭକ୍ତବନ୍ଧୁ ପ୍ରଧାନ, ଜଟା ଭୂଷଣ ସାହୁ, ଅଭିରାମ ଖମାରୀ, ମୁରଲୀଧର ପ୍ରଧାନ, ର୍ନିମଳ ପ୍ରଧାନ, ଆନନ୍ଦ ପ୍ରଧାନ, ଛେଲିଆ ପ୍ରଧାନ,ଦୟାନିଧି ବିଶ୍ୱାଳ, ଟଙ୍କଧର ବାରିକ, କ୍ଷୀରୋଦ ପ୍ରଧାନ, ଅକ୍ଷୟ ପ୍ରଧାନ ଚୁଲଧର ପ୍ରଧାନ, ରବି ପ୍ରଧାନ, ଭବାନୀ ପ୍ରଧାନ,ଭବାନୀଶ ଭୋଇ
ଆଜିର ଏହି କାର୍ଯ୍ୟକ୍ରମ ରେ ସର୍ବଶ୍ରୀ ହାରାଧନ ପ୍ରଧାନ, ମୁରଲୀ ପ୍ରଧାନ,ନିର୍ମଳ ପ୍ରଧାନ, ଆନନ୍ଦ ପ୍ରଧାନ,ଟଙ୍କଧର ବାରିକ, ଦୟାନିଧି ବିଶ୍ୱାଳ, ଚୁଳଧର ପ୍ରଧାନ, ଛେଲିଆ ପ୍ରଧାନ,ସରୋଜ ପ୍ରଧାନ, ଅଭିରାମ ଖମାରୀ ଅକ୍ଷୟ ପ୍ରଧାନ, ରବି ପ୍ରାଧନ ଜଟାଭୂଷଣ ସାହୁ, ଭକ୍ତ ପ୍ରଧାନ, ଅଶୋକ ଭୋଇ, ସମ୍ପାଦକ ରଞ୍ଜନ ପାତ୍ର ଭବାନୀଷ ଭୋଇ, ଭବାନୀ ପ୍ରଧାନ କ୍ଷୀରୋଦ ପ୍ରଧାନ, ସମ୍ପାଦକ ରଞ୍ଜନ ପାତ୍ର, ମହିଳା ମାନଙ୍କ ମଧ୍ୟରେ ଯଶୋବନ୍ତି ନାୟକ, ପୁଷ୍ପାଞ୍ଜଳି,ଉର୍ମିଳା, ନଳିନୀ, ଭୂମିସୁତା, ଗୀତାଞ୍ଜଳି ପ୍ରମୁଖଙ୍କ ସହିତ ରାମଚଣ୍ଡୀ ଛାତ୍ରବାସ ର ସମସ୍ତ ଛାତ୍ର ମଧ୍ୟ ସହଯୋଗ କରି ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ