ସମାଜସେବୀ ଙ୍କ ଦ୍ଵାରା ଅସହାୟା ଯୁବତୀ ଉଦ୍ଧାର,

ସମ୍ବଲପୁର :ଆଜି ବରଗଡ଼ ରୋଡ଼ ରେଳଷ୍ଟେସନ ରୁ ଜନୈକା ଯୁବତୀ ଙ୍କୁ ବରଗଡ଼ ରୋଡ଼ ରେଲୱେ ପୋଲିସ ସହାୟତାରେ ସ୍ବେଛାସେବୀ ସଂଘମିତ୍ରା ପଟେଲ ଉଦ୍ଧାର କରି ବରଗଡ଼ ଘରୋଇ ବସଷ୍ଟାଣ୍ଡ ସ୍ଥିତ ଅସହାୟ ସୁଧାର କେନ୍ଦ୍ର କୂ ଆଣି ଥଇଥାନ କରାଇବା ସହିତ ଉକ୍ତ ଯୁବତୀ ଙ୍କ ପରିବାର କୁ ଖବର ଦେଇଥିଲେ। ଏହିପରି ମହାନ କାର୍ଯ୍ୟ ଯୋଗୁଁ ଶ୍ରୀମତୀ ପଟେଲ ଙ୍କୁ ସବୁ ମହଲରୁ ପ୍ରଶଂସା ର ସୂଅ ଛୁଟୁଛି।