Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁର୍ଲା ବିଜେପି ପକ୍ଷରୁ ସମର୍ପଣ ଦିବସ

ସମ୍ବଲପୁର: ଗୁରୁବାର ଭାଜପା ବୁର୍ଲା ମଣ୍ଡଲ ତରଫରୁ ଆକାଶ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟତିଥି କୁ ସମର୍ପଣ ଦିବସ ରୂପେ ପାଳନ କରାଯାଇଥିଲା, ଯେଉଁଥିରେ ବରିଷ୍ଠ ନେତା ପ୍ରସନ୍ନ ସାହୁ ସମର୍ପଣ ଦିବସ ଉପରେ ବିସ୍ତୃତ ବିବରଣୀ ଦେଇଥିଲେ ଏବଂ ବରିଷ୍ଠ ନେତା ପ୍ୟାରୀ ମୋହନ ପୂଜାରୀ ଧନ୍ୟବାଦ ଜ୍ଞାପନ କରିଥିଲେ l କାର୍ଯ୍ୟକ୍ରମ ରେ ଅନ୍ୟ ବରିଷ୍ଠ ନେତା ହରି ପଣ୍ଡା, ଦେବାଶିଷ ନନ୍ଦ ସଂଜୀବ ବର୍ମା ଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ଯଥା ଦିନେଶ ସରଙ୍ଗୀ ,ସୁଶାନ୍ତ ତାଣ୍ଡି, ଜସବିନଦର୍ ସିଙ୍ଗ୍, ବୁଲୁ ଆପଟ, ଶୁଭକାନ୍ତ ପଣ୍ଡା, ତ୍ରିଲୋଚନ ସିଂ, ବାଦଲ ବିଶ୍ଵାଳ, କେ ବସନ୍ତ, ଦଧି ପଞ୍ଚବିହାର, ଇକବାଲ ସିଂ ନାରୀ ନେତ୍ରୀ ଜାନକୀ ମେହେର୍, ବେବୀ ଜାଲ, ସୁମି କୁମ୍ଭାର, ଯମୁନା ଶିକା ଉପସ୍ଥିତ ଥିଲେ l ଅନସାର କାଦ୍ରି ସଭା ପରିଚାଳନା କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ