Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦିଲ୍ଲୀ ରେ ଓଡ଼ିଶା ଛାତ୍ର ସଂଘଠନ ତରଫରୁ କଳା ଦିବସ ତଥା ସ୍ମୃତି ଦିବସ ପାଳିତ

ନୂଆଦିଲ୍ଲୀ:ଆଜି ଦିଲ୍ଲୀ ସ୍ଥିତ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ରେ ଓଡ଼ିଶା ଛାତ୍ର ସଂଘଠନ ତରଫରୁ ୨୦୧୯ ରେ ଆଜିର ଦିନରେ ଘଟିଥିବା ବୋମା ବିସ୍ଫୋରଣ ରେ ପୁଲୱାମା ରେ ୪୦ ରୁ ଅଧିକ ଭାରତୀୟ ଯବାନ ସହୀଦ ହୋଇଥିଲେ,ତାଙ୍କ ଆତ୍ମାର ସଦ୍ ଗତି ପାଇଁ ଦ୍ଵୀପ ପ୍ରଜ୍ଜ୍ୱଳନ ର ଆୟୋଜନ କରାଯାଇଥିଲା ତଥା ଭାରତୀୟ ଯବାନ ମାନଙ୍କର ବିରତ୍ଵ ଉପରେ ଆଲୋଚନା ହୋଇଥିଲା।ଏହି କାର୍ଯକ୍ରମ ରେ ଗବେଷକ ସୌମ୍ୟରଞ୍ଜନ ବଡ଼ପଣ୍ଡା, ପ୍ରଫେସର ଧର୍ମାନନ୍ଦ ରାଉତ ,ଡକ୍ଟର ପ୍ରବେଶ ବ୍ୟାସ,ଡକ୍ଟର ଭେଙ୍କଟେଶ୍ୱର ଇକୁର୍ତି,ଅନିତା ଦୀପ,ତ୍ରିବେଣୀ,ଅନ୍ୱେଷା ମହାପାତ୍ର,ମୁକେଶ ବେହେରା,ଦିପ୍ତିରେଖା ବେହେରା,ଗୀତାଞ୍ଜଳି ସାହୁ,ଚିତ୍ତରଞ୍ଜନ ଗଙ୍ଗାଇ,ନର୍ମଦା, ପୀତବାସ ସାହୁ,କିଶନ ମହାକୁଡ,ସାଇ ନାରାୟଣ ନାୟକ,ସ୍ୱର୍ଣଲକ୍ଷ୍ମି ସାହୁ,ଗୀତିକା ବେହେରା, ,ଶାଶ୍ଵତ ସାହୁ, ପଙ୍କଜିନି ବାଗ,ପଲ୍ଲୀଶ୍ରୀ ଦାସ, ଭିମ୍ଚଣ୍ଡ ମଢେଇ ପ୍ରମୁଖ ଉପସ୍ଥିତ ଥିଲେ।