Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାବାର୍ଡ ୱାର୍ଡ ପ୍ରକଳ୍ପ ତିଲେଇବଣି ର ଚାଷୀ ସମ୍ମାନିତ

ଭୁବନେଶ୍ବର ସ୍ଥିତ ମେ ମେ ଫେୟାର ହୋଟେଲ ରେ ଆୟୋଜିତ ନାବାର୍ଡ ର ରାଜ୍ୟ କ୍ରେଡିଟ ସେମିନାର୨୦୨୫ ଉତ୍ସବରେ ଦେବଗଡ଼ ଜିଲ୍ଲାର ! ତିଲେଇବଣି ବ୍ଲକରେ, ନାବାର୍ଡ ସହାୟତା ରେ ଏବଂ ସାର୍କ୍ ଦ୍ବାରା ପରିଚାଳିତ ସାଲୋହି ଗ୍ରାମ ର ୱାଡି ଚାଷୀ ଷୀ ରା ରାଜ୍ୟ ରେ ସଫଳ ଚାଷୀ ଭାବରେ ସମ୍ମାନିତ କରାଯାଇଅଛି। ବିଗତ ପାଞ୍ଚ ବର୍ଷ ରୁ ଆମ୍ବ ଏବଂ କାଜୁ ସହିତ ମିଶ୍ରିତ ମିଶ୍ରିତ କୃଷି ରୁ ଶ୍ରୀ ପ୍ରମୋଦ ନାୟକ ବାର୍ଷିକ ଟଙ୍କା ୧,୫୦,୦୦୦ ରୋଜଗାର କରି ଉଦାହରଣ ପ୍ରୁଷ୍ଟି କରିଛନ୍ତି । ସେ । କାନ୍ଦ୍ରିବୁଡି ପନିପରିବା ଉତ୍ପାଦକ କମ୍ପାନୀ ର ପରିଚାଳନା ନିର୍ଦ୍ଦେଶକ ସହିତ ଏକ ସଫଳ ଚାଷୀ ହିସାବ ରେ ଓଡିଶା ର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସମ୍ମାନିତ କରିଥିଲେ । ଏହି ଅବସରରେ ଦେବଗଡ଼ ଡି.ଡି.ଏମ ଶ୍ରୀ ଧୀ । ଧୀରେନ୍ଦ୍ର କୁମାର ଦାସ ଉପସ୍ଥିତ ଥୂଲେ, ସମ୍ମାନିତ ଅତିଥୂ ଭବରେ ଓଡିଶା ସରକାର ଙ୍କୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, କର୍ପୋରେଶନ ଉନ୍ନୟନ କମିଶନର ର ପ୍ରଭାକର ପାଟିଲ, ରାଜ୍ୟସ୍ତରୀୟ ବେଙ୍କର୍ସ କମିଟି ଟିକ କନଭେନର ଗୌତମ ପାତ୍ର, ନାବାର୍ଡ ସି.ଜି.ଏମ ଡ. ଏସ୍. କେ. କେ, ମିଶ୍ର ଯୋଗ ଦେଇ ଥିବା ବେଳେ ନାବାର୍ଡ ର ସମସ୍ତ ଜିଲ୍ଲା ସ୍ତରୀୟ କର୍ମ କର୍ତ୍ତା ମାନେ ଉପସ୍ଥିତ ଥୂଲେ, ଏହି ଅବସରରେ କାନ୍ଦ୍ରି କାନ୍ଦ୍ରିବୁଡି ସି.ଇ.ଓ ବିକାଶ କୁମାର ଭୋଇ ମଧ୍ୟ ଉପସ୍ଥିତ ଥିଲେ,

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ