ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ବୁଧବାରଠୁ କରାଚୀରେ ଆରମ୍ଭ ହେବ। ପ୍ରଥମ ଦିନରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ଯରେ ଖେଳାଯିବ ମ୍ୟାଚ। ତେବେ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଗସ୍ତ କରିବାକୁ ଭାରତ ମନା କରିବାରୁ ଏହା ହାଇବ୍ରିଡ୍ ମଡେଲରେ ହେଉଛି। ଭାରତ ତା’ର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ।
ଆଜିଠୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ
