Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫ରୁ ୬ମାସ ମଧ୍ୟରେ ଆସିବ କ୍ୟାନ୍ସର ଭ୍ୟାକ୍ସିନ

ନୂଆଦିଲ୍ଲୀ: ୫ରୁ ୬ମାସ ମଧ୍ୟରେ ମହିଳାଙ୍କ କର୍କଟ ରୋଗ ପାଇଁ ଏକ ଟିକା ଉପଲବ୍ଧ ହେବ। ଏହି ଟିକା ୯ ରୁ ୧୬ ବର୍ଷ ବୟସର ଝିଅମାନଙ୍କୁ ଦିଆଯିବ। ଟୀକା ଉପରେ ଗବେଷଣା ସରିଥିବା ବେଳେ ଟ୍ରାଏଲ ପ୍ରକ୍ରିୟା ଜାରି ରହିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଜାଧବ ସୂଚନା ଦେଇଛନ୍ତି। ୩୦ ବର୍ଷରୁ ଅଧିକ ବୟସର ମହିଳାମାନଙ୍କର ହସ୍ପିଟାଲରେ ସ୍କ୍ରିନିଂ କରାଯିବ ଏବଂ କର୍କଟ ରୋଗର ପ୍ରାରମ୍ଭିକ ଚିହ୍ନଟ ପାଇଁ ଡେ କେୟାର କର୍କଟ କେନ୍ଦ୍ର ସ୍ଥାପନ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ