Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୌରଭ ଗାଙ୍ଗୁଲିଙ୍କ କାର ଦୁର୍ଘଟଣାଗ୍ରସ୍ତ

କୋଲକାତା: କୋଲକାତାର ଦୁର୍ଗାପୁର ଏକ୍ସପ୍ରେସୱେରେ ସୌରଭ ଗାଙ୍ଗୁଲିଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ପୂର୍ବତନ କ୍ରିକେଟର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଦୁର୍ଘଟଣାରୁ ସୌରଭ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅଚାନକ ଏକ ଟ୍ରକ୍ ସାମ୍ନାକୁ ଆସିଯାଇଥିଲା। ଯାହା ଫଳରେ ଗାଡି ଡ୍ରାଇଭର ଜଣକ ଏମରଜେନ୍ସି ବ୍ରେକ୍ ଲଗାଇଥିଲେ। ଫଳରେ ପଛରୁ ଆସୁଥିବା ଅନେକ ଗାଡ଼ି ପରସ୍ପର ସହିତ ଧକ୍କା ହୋଇଥିଲା। ଏହାମଧ୍ୟରେ ଗାଙ୍ଗୁଲିଙ୍କ ଗାଡି ରହିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ