ସମ୍ବଲପୁର : ଜୟନାରାୟଣଙ୍କ ପ୍ରତି ବଢ଼ୁଛୁ ଜନ ସମର୍ଥନ। ସ୍ଥାନୀୟ ଗୋଲ ବଜାର ଛକ ରେ ଆଜି ସମ୍ବଲପୁର ବିଭିନ୍ନ ଅଞ୍ଚଳ ର ଲୋକେ ଉପସ୍ଥିତ ବନ୍ଦେ ଉତ୍କଳ ଜନନୀ କୁ ବିରୋଧ କରିଥିଲେ।ଏହି ଅବସରରେ ଜୟ ଙ୍କ ବିରୁଦ୍ଧ ରେ ଟିପ୍ପଣୀ ଦେଇଥିବା ବିଜେଡି ସରକାରର ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ନିରଞ୍ଜନ ପୂଜାରୀଙ୍କ କୁଶପୁତ୍ତଳିକା ଦାହ କରି ଜୟଙ୍କ ସମର୍ଥନ ରେ ସ୍ଲୋଗାନ ଦେଇଥିଲେ ।ଏଥିରେ ଅନିଲ ବେହେରା , ଅର୍ପନ ଦାଶ ନାୟକ, ବିଷ୍ଣୁ ଦାଶ, ଅଜିତ୍ ବେହେରା, ଅବିନାଶ ନନ୍ଦ, ବୀରେନ୍ଦ୍ର ପାଣିଗ୍ରାହୀ, ରିକି ବେହେରା , ଅଶୋକ ଛତର, ପ୍ରତ୍ୟୁଷ ଭୋଇ, ରିତିକ୍ ବାଘ୍, ଧିରଜ୍ କରାଳି, ଅନାମି ବାରିକ୍, ସୁମିତ୍ରା ନାଏକ, ସୀତାକାନ୍ତି ମେଶୂଆ, କବିତା ବେହେରା, ମୁନମୁନ ସୌଦାଗର ପ୍ରମୁଖ ସାମିଲ ଥିଲେ ।
ଜୟନାରାୟଣଙ୍କ ପ୍ରତି ବଢ଼ୁଛୁ ସମର୍ଥନ, ଅରୁଣ ଓ ନିରଞ୍ଜନଙ୍କ କୁଶ ପୁତ୍ତଳିକା ଦାହ
