Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସୁବ୍ରତ ନାଥ ଓ ଡା. ଅଭିଲାଷ ପଧାନ ସମ୍ବର୍ଦ୍ଧିତ

ସମ୍ବଲପୁର:ଆଜି ସମ୍ବଲପୁର ସହରର ପରିବେଶବିଦ୍ ଓ ଅର୍ବନ୍ ଗାର୍ଡେନର୍ ସୁବ୍ରତ ନାଥ ଓ ଅଭିନବକୃଷି ଗବେଷଣା ସଂସ୍ଥା, ସମ୍ବଲପୁରର ମ୍ୟାନେଜିଂ ଟ୍ରସ୍ଟି ଡା. ଅଭିଲାଷ ପଧାନ ଅଭିନବକୃଷି ଗବେଷଣା ସଂସ୍ଥା ସମ୍ବଲପୁରଙ୍କ ପକ୍ଷରୁ ‘ଜିଲ୍ଲା ସେମିନାର ଓନ୍ ରୁଫ୍ ଟପ୍ ଗାର୍ଡେନିଂ ଏଣ୍ଡ୍ ହର୍ଟିକଲ୍ଚର୍ ଫର୍ ଇମ୍ପ୍ରୁଭିଂ ଅର୍ବନ୍ ଲିଭିଂ ଏଣ୍ଡ୍ ମାଇକ୍ରୋ କ୍ଲାଇମେଟ୍’ ରେ ଅଂଶଗ୍ରହଣ କରିଥିଲେ ଓ ଫେଲିସିଟେସନ୍ ପ୍ରାପ୍ତ କରିଥିଲେ, ଯାହା ଭୁବନେଶ୍ୱର ରୋଟାରୀ କ୍ଲବ୍ ଓ ଓଡିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରଙ୍କ ସହଯୋଗରେ ଆୟୋଜିତ ହୋଇଥିଲା। ଏହି ସମ୍ମାନ ତାଙ୍କୁ ଭୁବନେଶ୍ୱର କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର୍ ହୃଷୀକେଶ ପାତ୍ରଙ୍କ ହସ୍ତରେ ଦିଆଯାଇଥିଲା।