ଯେଉଁମାନଙ୍କର ଜନ୍ମ 1990 ରୁ 2010 ଭିତରେ ତାଙ୍କୁ ଜେନ୍ ଜି (Gen Z) ଜେନେରେସନ କୁହାଯାଏ । ଏହି ମହିଳାମାନେ ଭାବପ୍ରବଣ ଏବଂ ଆର୍ଥିକ ସ୍ଥିରତା ଆଡ଼କୁ ଢଳି ପଡ଼ୁଛନ୍ତି। ନୂତନ ଡେଟିଂ ଧାରା ଦର୍ଶାଉଛି ଯେ ଅଧିକ ଯୁବତୀମାନେ ନିଜ ବୟସର ପୁଅମାନଙ୍କ ଅପେକ୍ଷା ବୟସ୍କ ପୁରୁଷମାନଙ୍କୁ ବାଛୁଛନ୍ତି ଓ ଏହାର ମୁଖ୍ୟ କାରଣ ଯୁବପିଢ଼ି ରେ ମହତ୍ତ୍ୱାକାଂକ୍ଷାର ଅଭାବ, ଆର୍ଥିକ ଅସ୍ଥିରତା ଏବଂ ଅପରିପକ୍ୱତା।
ବିଶେଷଜ୍ଞମାନେ କହିଛନ୍ତି ଯେ କୋଭିଡ ମହାମାରୀ ପରବର୍ତ୍ତୀ ଏହି ପରିବର୍ତ୍ତନ ଘଟୁଛି – ଅଧିକ ମହିଳା ସୁରକ୍ଷିତ, ଭାବପ୍ରବଣ, ଓ ବୁଦ୍ଧିମାନ ପୁରୁଷ ଆଡକୁ ଆକର୍ଷିତ ହେଉଛନ୍ତି।
ବାର, ପବ ଭଳି ପପ୍ ସଂସ୍କୃତି ଦ୍ୱାରା ଯୁବପିଢ଼ି ଆକର୍ଷିତ ହେବ ସ୍ୱାଭାବିକ, କିନ୍ତୁ ଏହି ବୟସ-ବ୍ୟବଧାନ ସମ୍ପର୍କ ତାଙ୍କୁ ମନ ଖୁସି ଓ ଭାବପ୍ରବଣତା ଆଡକୁ ଆକର୍ଷଣ ର ଦୃଷ୍ଟାନ୍ତ ।