ଚମ୍ପାମାଳ ରାମଳୀଳା ; ରାବଣ ବଧ, ଶ୍ରୀ ରାମ ଙ୍କ ରାଜ୍ୟାଭିଷେକ ସହିତ ସୀତାଙ୍କ ଅଗ୍ନି ପରୀକ୍ଷା ଆଦି ଅଭିନୀତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ଚମ୍ପାମାଲ ରାମଲୀଲା ରାବଣ ବଧ, ସୀତାଙ୍କ ଅଗ୍ନି ପରୀକ୍ଷା , ଶ୍ରୀରାମ ଅଭିଷେକ ମଞ୍ଚସ୍ଥ ହୋଇ ଯାଇଛି l ଉକ୍ତ ନାଟଜ ରେ ରାମ ଭୂମିକା ରେ ରବି ଚନ୍ଦ୍ର ପୁରୋହିତ , ଲକ୍ଷ୍ମଣ ଭୂମିକାରେ ବିଦ୍ୟାଧର ଥନାପତି , ସୀତା -ଜ୍ୟୋତି ଥନାପତି, ଭରତ -ଚନ୍ଦ୍ର ଥନାପତି , ଶତ୍ରୁଘନ -ସୁବ୍ରତ ମେଣ୍ଡିଲି , ହନୁମାନ ସଂଜୀବ ଭୋଇ , ରାବଣ -ସତ୍ୟମ ହୋତା , ମନ୍ଦୋଦରୀ -ପ୍ରଶାନ୍ତ ମହାରଣା , ଦୁର୍ଗା -କଳ୍ପବଟ ସେଠି , ମାତଳୀ -ବିକଳ୍ପ ସେଠି, ଯୋଗିନୀ ହିମାଂଶୁ ଥନାପତି, ଉପେନ୍ଦ୍ର ଥନାପତି ମନ୍ତ୍ରୀ ଶୁକ ସାରଣ ପ୍ରମୋଦ ପୁରୋହିତ, ପ୍ରକାଶ ପଣ୍ଡା , ବିଭୀଷଣ -ଗୋବିନ୍ଦ ଭୁକ୍ତା, , ସଞ୍ଜୟ ନେଗୀ, ଶବର- ଅର୍ଜୁନ ପଧାନ ପ୍ରମୁଖ ଅଭିନୟ କରୁଥିବା ବେଳେ, ଶବ୍ଦ ଭୀଷ୍ମ ଥନାପତି, ଆଲୋକ ଶ୍ରୀରାମ ବିଶି, ବିକଳ୍ପ ସେଠି, ବାଦ୍ୟ ଯନ୍ତ ରେ ପଞ୍ଚାନନ ଥନାପତି, କାର୍ତ୍ତିକ ଭୁକ୍ତା, ଦିଲ୍ଲୀପ ଥନାପତି, ବାବୁଲୁ ସିଂ ପ୍ରମୁଖ ରହିଛନ୍ତି l ନାଟକ ର ବନ୍ଦନା ଗାନ ପଦ୍ମନାଭ ପୁରୋହିତ କରୁଛନ୍ତି l ପ୍ରତ୍ୟେକ ସନ୍ଧ୍ୟା ନାଟକ ସମାପନ ପରେ ଅନ୍ନ ପ୍ରସାଦ ସେବନ କରାଯାଉଛି l