Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ଯାଦବର ବିକାଶ ନେଇ ସଭା, ଜିଲ୍ଲା ଶାଖା ଗଠିତ

ସମ୍ବଲପୁର:ଆଜି ଓଡିଶା ଯାଦବ ଟ୍ରଷ୍ଟ ପରିବାର ର ଗୋଟିଏ ସାଧାରଣ ସଭା ଅନୁଷ୍ଠିତ ହୋଇ ଜିଲ୍ଲା ଯାଦବ ଟ୍ରଷ୍ଟ ଶାଖା ଗଠନ ହୋଇଯାଇଛି।
ଓଡିଶା ଯାଦବ ଟ୍ରଷ୍ଟ ପରିବାରର ସାଧାରଣ ସଂପାଦକ କିଶୋର ଧରେଇ ପରିଚାଳନାରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ଏହା ହୋଇଯାଇଛି।ବାଲେଶ୍ୱର ବନଛୋର ମା ସମଲେଶ୍ୱରୀ କୁ ଦୀପ ପ୍ରଜ୍ୱଲନ କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ଓଡିଶା ଯାଦବ ଟ୍ରଷ୍ଟ ର ସଚିବ ଅନିଲ ଯାଦବ ଯୋଗଦେଇ ଜାତି ଓ ସମାଜର ଦ୍ରୁତ ବିକାଶ ଉପରେ ଆଲୋକପାତ କରିଥିଲେ।ଓଡିଶା ଯାଦବ ଟ୍ରଷ୍ଟ ପରିବାରର ସଭାପତି ସୁରେନ୍ଦ୍ର ବଗର୍ତି ସମ୍ବଲପୁର ଜିଲ୍ଲା ର
ଯାଦବ ଟ୍ରଷ୍ଟ ପରିବାର ଗଠନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories