Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମବାୟ ବିଭାଗର ଆନ୍ତର୍ଜାତିକ ସମବାୟ ବର୍ଷରେ ସ୍ୱଚ୍ଛତା ଅଭିଯାନ

ସମ୍ବଲପୁର:ସମବାୟ ବିଭାଗର ଆନ୍ତର୍ଜାତିକ ସମବାୟ ବର୍ଷ ଉପଲକ୍ଷେ ୨୩ ତାରିଖ ଦିନ ଓଁକାରେଶ୍ୱର ମନ୍ଦିର ଓ ସମବାୟ ସମିତି ସମୂହର ଉପ ନିବନ୍ଦକ କାର୍ଯ୍ୟାଳୟ ପରିସରରେ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଡିଆରସିଏସ ଶ୍ରୀ ଗଜିନ୍ଦ୍ର କୁମାର ପଣ୍ଡା, ଏଆରସିଏସ ଶ୍ରୀ ଅଜିତ କୁମାର ବଗର୍ତ୍ତୀ, ସି ନିଅର ଏଆରସିଏସ ସଞ୍ଜୟ କୁମାର ତ୍ରିପାଠୀ, ସମବାୟ ବ୍ୟାଙ୍କର କର୍ମଚାରୀ ଓ ଅନ୍ୟାନ୍ୟ ସମବାୟ ବିଭାଗର କର୍ମଚାରୀ ଉପସ୍ଥିତ ରହି ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ