ଗାଡ଼ି ଭିତରୁ ପରିବାରର ୭ ଜଣଙ୍କ ମୃତଦେହ ଉଦ୍ଧାର May 27, 2025 8:54 am ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ ଜୀବନ ହାରିଲେ ଗୋଟିଏ ପରିବାରର ୭ ଜଣ। ଗାଡ଼ି ଭିତରୁ ଉଦ୍ଧାର ହୋଇଛି ସମସ୍ତଙ୍କର ମୃତଦେହ। ହରିୟାଣାର ପଞ୍ଚକୁଲା ସେକ୍ଟର-୨୭ ଅଞ୍ଚଳରେ ପାର୍କ ହୋଇଥିବା ଏକ କାର ଭିତରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ହସ୍ପିଟାଲରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ More Stories Bay of Bengal Cyclone Alert: ଅକ୍ଟୋବରରେ ପୁଣି ବଦଳିବ ପାଗ, ବଙ୍ଗୋପସାଗରରେ ଲଘୁଚାପ ଆଶଙ୍କା October 2, 2026 4:51 pm Nayapalli Rape Allegation: ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, DCPଙ୍କୁ ୧୦ ଦିନରେ ରିପୋର୍ଟ ମାଗିଲେ ମହିଳା କମିସନ October 2, 2026 1:49 pm Omfed Milk price Hike: ଅକ୍ଟୋବର ୪ରୁ ବଦଳିବ ଓମଫେଡ୍ କ୍ଷୀରର ଦର, ଲିଟର ପିଛା ୨-୪ ଟଙ୍କା ବୃଦ୍ଧି October 2, 2026 12:17 pm Gandhi Jayanti 2026: ଗୋଟିଏ ତାରିଖରେ ଜନ୍ମ ନେଇଥିଲେ ଦୁଇ ମହାନ ନେତା, ଗାନ୍ଧୀ ଓ ଶାସ୍ତ୍ରୀଙ୍କୁ ମନେ ପକାଉଛି ଦେଶ October 2, 2026 11:41 am Subhashree Death Case: ୭ ଦିନ ପରେ ବି ମିଳିନି ଶୁଭଶ୍ରୀଙ୍କ ମୃତଦେହ, ଜେଜେଙ୍କ ଏତଲା ପରେ ଘଟଣାକୁ ନେଇ ବଢ଼ିଲା ସନ୍ଦେହ October 2, 2026 11:18 am Captain Smit Machchhar: ପୁରୀ ବେଳାଭୂମିରେ କ୍ୟାପଟେନ ସ୍ମିତଙ୍କ ବାଲୁକାକଳା, ସାହସକୁ ସମ୍ମାନ ଜଣାଇଲେ ସୁଦର୍ଶନ ପଟ୍ଟନାୟକ October 2, 2026 11:09 am