Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀ କପ୍ – ଅନ୍ତର୍ଜିଲ୍ଲା ଜୋନାଲ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ସମ୍ବଲପୁର:ରାଜ୍ୟ କ୍ରୀଡା ବିଭାଗ ର ସହଯୋଗରେ ଦ୍ୱାରା ମୁଖ୍ୟମନ୍ତ୍ରୀ କପ୍ ଅନ୍ତର୍ଜିଲ୍ଲା ଜୋନାଲ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୫ ଆସନ୍ତା ମେ ୨୮ ତାରିଖ ରୁ ଆରମ୍ଭ ହୋଇ ଜୁନ ୩ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ର ଭିଏସଏସ୍ ଷ୍ଟାଡିୟମ୍, ଠାରେ ଅନୁଷ୍ଠିତ ହେବ।ଏହି ଟୁର୍ଣ୍ଣାମେଣ୍ଟରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ବଳାଙ୍ଗିର, ନୂଆପଡା ଓ ବରଗଡ଼ ଜିଲ୍ଲାର ୮ଟି ଫୁଟବଲ୍ ଦଳ ଅଂଶଗ୍ରହଣ କରିବେ। ଏହି ଟୁର୍ଣ୍ଣାମେଣ୍ଟ ଦ୍ୱାରା ଜିଲ୍ଲା ସ୍ତରରେ କୁଶଳୀ ଖେଳାଳିଙ୍କୁ ଚିହ୍ନଟ କରି ରାଜ୍ୟ ସ୍ତରରେ ପ୍ରସ୍ତୁତ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ