Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡ଼ା ଉପନିର୍ବାଚନ; ପ୍ରଥମ ରାଉଣ୍ଡରେ ଆଗୁଆ ଦୀପାଳି

ଝାରସୁଗୁଡ଼ା: ଆଜି ବାହାରିବ ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳ। କିଏ ପିନ୍ଧିବ ବିଜୟ ମୁକୁଟ ସେ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ପ୍ରଥମ ରାଉଣ୍ଡ ଫଳ ଆସିଛି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ରହିଛି ବିଜେଡି । ୨୭୦୬ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ଦୀପାଳି ।

ଇଭିଏମର ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ୫ ହଜାର ୯୪୪ ଖଣ୍ଡ ଭୋଟ୍ ପାଇଥିବାବେଳେ ବିଜେପି ୩ ହଜାର ୨୩୮ ଖଣ୍ଡ ଏବଂ କଂଗ୍ରେସ ପ୍ରଥମ ରାଉଣ୍ଡରେ ମାତ୍ର ୧୨୩ ଖଣ୍ଡ ପାଇଛି। ଜାରି ରହିଛି ଭୋଟ ଗଣତି।