Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏବିସିଡି ର ସାପ୍ତାହିକ ସଫେଇ ଅଭିଯାନ

ସମ୍ବଲପୁର :ଆଜି ଏବିସିଡି ଚାରିଟେବଳ ଟ୍ରଷ୍ଟ ତରଫରୁ ହୀରାକୁଦ ଜିରୋ ପଏଣ୍ଟରେ ସ୍ୱଛତା ହିଁ ହେବା କାର୍ଯ୍ୟକ୍ରମ କରାଯାଇଥିଲା l ପ୍ପ୍ଲାଷ୍ଟିକ ମୁକ୍ତ ହୀରାକୁଦ ଓ ରାମସାରଙ୍କୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଟିମ ଏବିସିଡି ପଦେକ୍ଷପ ଗ୍ରହଣ କରିବା ସହ ନିଷ୍ପତ୍ତି ନିଅl ଯାଇଛି। ଏଥିରେ ଟ୍ରଷ୍ଟର ସଭାପତି ରାଜେନ୍ଦ୍ର ଶତନାମୀ ଓ ସମ୍ପାଦକ ମାସୁଦ ଅlଲମ, ଶିକ୍ଷକ ସୋମ ପ୍ରକାଶ ବେହେରା ଓ ଶିକ୍ଷକ ସୁଶାନ୍ତ କେୱାର୍ଡ,ଶିକ୍ଷକ ସୁନୀଲ ସାଗର, ଅଜୟ ସାହୁ, ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ