Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋମାଂସ ଜବତ,୫ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଧନୁପାଲି ପୋଲିସ ମୋତିଝରନ ଅଞ୍ଚଳରେ ଚଢ଼ଉ କରି ୪୮ କିଗ୍ରା ଗୋମାଂସ ଜବତ କରିଛି । ଏହି ଅଭିଯୋଗରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ବେଆଇନ ଭାବେ ଗୋ ହତ୍ୟା କରି ଗୋମାଂସ ଗଚ୍ଛିତ ରଖୁଥ‌ିବା ଅଭିଯୋଗରେ ମୋତିଝରନର ଏମ୍‌ଡି ଇମ୍‌ତିଆଜ (୨୫), ଏମ୍‌ଡି ନିଆଜ (୨୪), ଏମ୍‌ଡି ସିରାଜ (୩୫), ଏମ୍‌ଡି ନୂର ଆଲମ (୩୮) ଏବଂ ଏମ୍‌ଡି ଆଲମଗିର (୨୪) ଙ୍କୁ ପୋଲିସ ଗିରଫ କରିଛି। ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ