Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରମ୍ପାରିକ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନ

ସମ୍ବଲପୁର: ନାକଟିଦେଉଳ ଠାରେ ତା ୧୦.୬.୨୦୨୫ ରିଖ ମଙ୍ଗଳବାର ଦିନ ବ୍ଳକ୍ ସ୍ତରୀୟ ଶୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା । ବିଡିଓ କ୍ଷମାନିଧି ଭୋଇ ଙ୍କ ଅଧ୍ୟକ୍ଷତା ଓ ସିଡିପିଓ ଙ୍କ ପରିଚାଳନା ରେ ଅନୁଷ୍ଠିତ ସମାରୋହ ରେ ନାକଟିଦେଉଳ ବ୍ଳକ୍ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ତଥା ଗ୍ରାମ ଗୁଡିକ ର ମହିଳା ଓ ଏସ ଏଚ ଜି ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତ କରି ସାମଗ୍ରୀ ପ୍ରଦର୍ଶନ କରିଥିଲେ । ଏଥିରେ ସରାପାଲି ର ମାନସୀ ପ୍ରଧାନ ମାଣ୍ଡିଆ ର ଦହି ବରା ପ୍ରସ୍ତୁତ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ