Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିବି ପକା ହୋଇପାରିନି ଗାଁ ରାସ୍ତା।

ହାଟଡିହି ଏହି ବ୍ଲକ ଆଜି ବି ଏପରି ଗାଁ ରହିଛି କାଦୁଅ ରେ ଲୋକେ ଘରକୁ ଯିବାକୁ ପଡ଼େ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ହାଟଡିହି ବ୍ଲକ ଅନ୍ତର୍ଗତ ଢେଙ୍କା ପଞ୍ଚାୟତ ଝଣଝଣା ଗାଁ ରେ। ସରକାର ଙ୍କ ପକ୍ଷରୁ ଦୁଇ ଦୁଇ ଥର ଟେଣ୍ଡର ଆହ୍ବାନ ସତ୍ବେ ହୋଇପାରୁନି ଗାଁ ରାସ୍ତା କାଦୁଅ ରେ ଯିବାକୁ ପଡେ। ସୂଚନା ଅନୁଯାୟୀ ପୂର୍ବ ରୁ ଏହି ରାସ୍ତା ଟି ମାତ୍ର ପାଦ ଚଲା ରାସ୍ତା ଟିଏ ଥିଲା। କିନ୍ତୁ ସେହି ଗାଁ ର କେତେକ ଲୋକେ ସ୍ୱଇଛା ଜମି ଦାନ କରି ରାସ୍ତା ହୋଇଥିଲା। ହେଲେ ସରକାର ସେହି ରାସ୍ତା କୁ କଂକ୍ରିଟ କରିବାକୁ ଚିନ୍ତା କରୁଥିବା ବେଳେ କେତେକ ଲୋକ ବିରୋଧ କରି ଦୁଇ ଦୁଇ ଥର ଟେଣ୍ଡର ସତ୍ତ୍ୱେ ହୋଇ ପାରୁନି ରାସ୍ତା। । ଏହାକୁ ନେଇ କିପରି ରାସ୍ତା ଟିଏ ହେବ ପ୍ରଶାସନ ହସ୍ତକ୍ଷେପ କଲେ ହୋଇପାରିବ ବୋଲି ଗାଁ ଲୋକେ ମତ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ