Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହୁଡ଼ା ଯାତ୍ରା ଓ ସୁନାବେଶ ସମୟରେ ପୁରୀରେ କେଉଁ ରାସ୍ତା ଦେଇ ଯାତାୟାତ କରିବେ…

ପୁରୀ: ବିଶ୍ଵପ୍ରସିଦ୍ଧ ରଥଯାତ୍ରାରେ ମହାପ୍ରଭୁ ଭାଇ ଓ ଭଉଣୀଙ୍କୁ ଧରି ନବଦିନାତ୍ମକ ଯାତ୍ରାରେ ମାଉସୀ ମା ଘରକୁ ଯାଇଛନ୍ତି। ହେରା ପଞ୍ଚମୀ ପରେ ମା ଲକ୍ଷ୍ମୀଙ୍କୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ମହାପ୍ରଭୁ ଖୁବଶୀଘ୍ର ପୁରୀ ବଡଦେଉଳକୁ ଫେରିବେ। ଏଥିପାଇଁ ତାଙ୍କ ରଥକୁ ମଧ୍ୟ ଦକ୍ଷିଣ ମୋଡ଼ କରାଯାଇଛି।

ତେବେ ବାହୁଡ଼ା ଯାତ୍ରା ଓ ସୁନାବେଶକୁ ନଜରରେ ରଖି ପୁରୀ ପୋଲିସ୍ ପକ୍ଷରୁ ଟ୍ରାଫିକ୍ ନିୟମାବଳୀ ଜାରି କରାଯାଇଛି। ତେବେ ଜାଣନ୍ତୁ କେଉଁ ରାସ୍ତା ଦେଇ ଗମନାଗମନ କରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ