Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୧ ସିଆର୍‌ସିସିଙ୍କୁ ମିଳିଲା ନିଯୁକ୍ତି।

ହାଟଡିହି: ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ତଦାରଖ ଏବଂ ଶିକ୍ଷକମାନଙ୍କୁ ଶୈକ୍ଷିକ ପରାମର୍ଶ ଦେବା ପାଇଁ ପ୍ରତି କ୍ଲଷ୍ଟର ମାନଙ୍କରେ ଜଣେ ଲେଖାଏଁ ସିଆରସିସିଙ୍କୁ ନିଯୁକ୍ତ କରାଯାଏ। ଏହି କ୍ରମରେ ଗତକାଲି ନିଯୁକ୍ତି ପାଇଥିବା ୧୧ଜଣ ସିଅ ସିଆରସିସିଙ୍କୁ ଆଜି କାଉନସିଲିଂ କରାଯାଇ ବିଭିନ୍ନ କ୍ଲଷ୍ଟରରେ ନିଯୁକ୍ତି ଦିଆଯାଇ ଇଛି। ସୁମନ୍ତ୍ର କୁମାର ନାୟକଙ୍କୁ ମରେଇଗାଁ, ଆକାଶ କୁମାର ସାହୁ ମୁଗୁପୂର, ଦେବାଶିଷ ଷ ସୌଭାଗ୍ୟ ରଞ୍ଜନ ବାରିକଙ୍କୁ ହାଟଡିହି, ନିରଞ୍ଜନ ପଣ୍ଡାଙ୍କୁ ଢେଙ୍କା, ରାଜେନ୍ଦ୍ର ଚନ୍ଦ୍ର କୁମାର ବଳଙ୍କୁ ସଡଙ୍ଗ, ବିଶ୍ଵଜିତ ରାଉତଙ୍କୁ ବାଲି ବରେଇ, ବିକାଶ କୁମାର ବାରିକଙ୍କୁ ପଢ଼ିଆରିପଲ୍ଲୀ, ପଙ୍କଜ କୁମାର ରାଉତଙ୍କୁ ରାଇଘାଟି, ଆର୍ତ୍ତତ୍ରାଣ ଜେନାଙ୍କୁ ଙ୍କୁ ଆମ୍ବୋ, ଚନ୍ଦନ ଶଙ୍ଖୁଆଙ୍କୁ ବା, ସତ୍ୟ ନାରାୟଣ ଗିରିଙ୍କୁ ହଦଗଡ କ୍ଲଷ୍ଟର ସିଆରସି ସିଆରସିସି ଭାବେ ନିଯୁକ୍ତି ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ