Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାଷୀ ପଞ୍ଜିକରଣ ପାଇଁ ଦାବୀପତ୍ର ପ୍ରଦାନ

ସମ୍ବଲପୁର:ବର୍ତ୍ତମାନ ଚାଷୀ ପଞ୍ଜିକରଣ ଜୋରସୋର ଚାଲିଛି।କୁଚିଣ୍ଡା ବ୍ଲକ ହାଡିପାଲି ଗ୍ରାମ ପଞ୍ଚାୟତରେ ଚାଷୀ ପଞ୍ଜିକରଣ ପାଇଁ ବହୁତ ଅସୁବିଧାର ସମ୍ବୁଖିନ ହେଉଛନ୍ତି।ଚାଷୀ ଘଣ୍ଟା ଘଣ୍ଟା ଲେମ୍ପସ ରେ ଛିଡ଼ା ହେଉଛନ୍ତି।ଏହି ଅସୁବିଧାର ନିରାକରଣ ପାଇଁ ଗୁରୁବାର ହାଡିପାଲି ସରପଞ୍ଚ ମନ୍ଦାକିନୀ ନାୟକ, ସମିତି ସଭ୍ୟ ରଶ୍ମିନ ପଟେଲ ଙ୍କ ନେତୃତ୍ୱ ରେ ଗ୍ରାମବାସୀ କୁଚିଣ୍ଡା ସହକାରୀ ନିବନ୍ଧ କଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି।ଚାଷୀ ବୃନ୍ଦ ଚାଷୀ ପଞ୍ଜିକରଣ ହାଡ଼ିପାଲି ପଞ୍ଚାୟତ ଠାରେ କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories