Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଅକାଳ ବିୟୋଗ

ସମ୍ବଲପୁର: ସମ୍ବଲପୁରର ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ବୀରେନ୍ଦ୍ର କୁମାର ସୋରେଙ୍ଗଙ୍କ ଅକାଳ ବିୟୋଗ ହୋଇଯାଇଛି।ଫୁସଫୁସ ଜନିତ ସମସ୍ୟା ଯୋଗୁଁ ଭୁବନେଶ୍ୱର ଏମ୍ସ ଠାରେ ଚିକିତ୍ସା ହେଉଥିବା ସମୟରେ ଗତକାଲି ପରଲୋକ ହୋଇଯାଇଥିଲା।

ଆଜି ତାଙ୍କର ମର ଶରୀର ସମ୍ବଲପୁର ବାସଭବନରେ ପହଞ୍ଚିବା ପରେ ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ କୁମାର ହୋତାଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ। ଜଣେ କର୍ମନିଷ୍ଟ ଓ ସ୍ୱଭାବ ସୁଲଭ ବ୍ୟକ୍ତିତ୍ୱ ଭାବରେ ଜିଲ୍ଲାରେ ତାଙ୍କର ସୁନାମ ରହିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ