ଘରୋଇ ହିଂସା ଓ ଯୌତୁକ ନିଷେଧ ତାଲିମ୍ ଉଦଯାପିତ

ସମ୍ବଲପୁର:ଜିଲ୍ଲା ପ୍ରଶାସନ ସମ୍ବଲପୁର ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ଘରୋଇ ହିଂସା ପ୍ରତିରୋଧ ଆଇନ ଓ ଯୌତୁକ ନିଷେଧ ଅଧିନିୟମ କୁ ନେଇ ଦୁଇ ଦିନିଆ ତାଲିମ ର ଆୟୋଜନ କର। ହୋଇଥିଲା।ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ସଂଯୁକ୍ତ। ସାହୁ ସ୍ବାଗତ ସମ୍ଭାଷଣ ପ୍ରଦାନ କରା ହୋଇଥିଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜୟନ୍ତୀ ଗର୍ତିଆ କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ସମ୍ପର୍କ ରେ ସୂଚନା ପ୍ରଦାନ କରି କହିଥିଲେ ସମସ୍ତଙ୍କର ଘରୋଇ ହିଂସା ଆଇନ ଓ ଯୌତୁକ ପ୍ରତିରୋଧ ଆଇନ ର ଉପଯୁକ୍ତ କାର୍ଯ କ।ରିତ। ପାଇଁ ଏହି କାର୍ଯ୍ୟକ୍ରମ ର ଆୟୋଜନ କର।ହୋଇଥିଲା।ଶ୍ରୀମତୀ ସୁନୀତା ତ୍ରିପାଠୀ ,ଜିଲ୍ଲା ସାଂଯୋଜିକ। ଏଡ୍. ଏଟ୍.ଆକ୍ସନ ଓ ଶ୍ରୀମତୀ ବାଣୀ ମହାପାତ୍ର ସଦସ୍ୟ।କିଶୋର ନ୍ୟାୟ ଆଇନ ଉକ୍ତ କାର୍ଯକ୍ରମ ରେ ତାଲିମ ଦ।ତ।ଭାବରେ ଯୋଗଦେଇ ଆଇନ ର ବିଭିନ୍ନ ଦିଗ ଉପରେ ଆଲୋକ ପାତ କରିଥିଲେ।ଏହି କାର୍ଯକ୍ରମ ରେ ଆନ। ମୀନଜ ମହିଳା ଥାନା ତରଫରୁ ଯୋଗ ଦେଇ ଘରୋଇ ହିଂସା ରେ ପୋଲିସ ର ଭୂମିକା ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ। ଜଲି ରାଣୀ ପ୍ରଧାନ ସହକାରୀ ଜିଲ୍ଲାପାଳ ଉକ୍ତ କାର୍ଯ କ୍ରମ ରେ ଅତିଥି ଭାବରେ ଯୋଗ ଦେଇଥିଲେ।ଉକ୍ତ କ।ର୍ୟକ୍ରମ ରେ ଯୁବକ ସଙ୍ଗ,ପ।ର। ଲିଗାଲ କର୍ମୀ ଜିଲ୍ଲା ଆଇନ ସହାୟତା କେନ୍ଦ୍ର,ସ୍ବେଛାସେବୀ ସଂଗଠନ ସଭ୍ୟ,ଶକ୍ତି ସଦନ କର୍ମକର୍ତା,ସଖୀ କର୍ମକର୍ତା ,ପ୍ରୋଗେ।ମ ଅଫିସର ଓ ହବ ର କର୍ମକର୍ତା ମାନେ ଯୋଗ ଦେଇଥିଲେ । ଛୋଟଲାଲ ସାହୁ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହୋଜୋଗ କରିଥିଲେ ।କ।ର୍ଯକ୍ରମ ଶେଷ ରେ ଶ୍ରୀମତୀ ସରିତା ଦାସ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।