Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଇଡାଗୁଣା କେନ୍ଦ୍ର ଗୁଡି ସ୍ତରୀୟ ୫୫୦ କୁନ୍ହା ସମାଜର ନୂଆଖାଇ ଭେଟଘାଟ

ସମ୍ବଲପୁର:ଲଇଡାଗୁଣା କେନ୍ଦ୍ର ଗୁଡି ସ୍ତରୀୟ ୫୫୦ କୁନ୍ହା ସମାଜର ନୂଆଖାଇ ଭେଟଘାଟ ଲଇଡଗୁଣା କିସାନ ସମାଜ ସଭାଗୃହ ପ୍ରାଙ୍ଗଣରେ ଅନୁଷ୍ଟିତ ହୋଇଯାଇଛି। ସମାଜର ଇଷ୍ଟଦେବ ଧର୍ମ ଦେବତା ସୂର୍ଯ୍ୟ ଦେବଙ୍କୁ ଆଵାହନ ପରେ ପରେ ନୂଆଁ ଖାଇ ସମାବେଶ ହୋଇଥିଲା। ଏଥିରେ ଅତିଥି ମାନେ ଯଥାକ୍ରମେ ୫୫୦ କୁଣ୍ହା ସମାଜ ମୂଳ ସଙ୍ଗଠନ ମହାଗୁଡି କୁଚିଣ୍ଡା ର ସଭାପତି ଶୋଭରାମ ପଧାନ, ସମ୍ବଲପୁର ଜିଲ୍ଲା ସଭାପତି ପଞ୍ଚାନନ ପ୍ରଧାନ, ରାଜ୍ୟ ଉପସଭାପତି ତଥା ପୂର୍ବତନ ବିଧାୟକ କୁଚିଣ୍ଡା ଓ ଲଇକେରା ବୃନ୍ଦାବନ ମାଝି,ମହାଗୁଡି ସଙ୍ଗଠନ ଉପସଭାପତି କରୁଣାକର କିସାନ, ମହାଗୁଡି ସମ୍ପାଦକ ଲିଙ୍କନ କିଣ୍ଡୋ, ଉପ ସଭାନେତ୍ରୀ ପୂଷ୍ପା ଧନୁର୍ଜୟ, ସହ ସମ୍ପାଦକ ସୂଜୀତ ମାଝୀ, କୂଆଗୋଲା କେନ୍ଦ୍ର ଗୁଡି ସଭାପତି ଧନେଶ୍ଵର ପଧାନ,ରେଙ୍ଗାଲଵେଡା ଆଞ୍ଚଳିକ ଗୁଡି ପୂର୍ବତନ ସଭାପତି କର୍ମୂଚରଣ ବାଘ ,ଲାଡ ଆନ୍ଚଲିକ ଗୁଡି ସଭାପତି ସୁବୋଧ ମାଝୀ, ସମ୍ପାଦକ ସୋମନାଥ କେଛୁ ,ଲଇଡାଗୁଣା କେନ୍ଦ୍ର ଗୁଡି ର ପୂର୍ବତନ ସଭାପତି ଦୂଵରାଜ କିସାନ , କୁକମ ଆନ୍ଚଲିକ ଗୁଡି ସଭାପତି ମନବୋଧ ମାଝୀ, କୁକମ ଆନ୍ଚଲିକ ଗୁଡି ର ପୂର୍ବତନ ସଭାପତି କିସାନ , ଡିଲେଇମାଲ ପସରପଞ୍ଚ ପ୍ରମୋଦ କିସାନ,ଲଇଡାଗୁଣା ଆନ୍ଚଲିକ ଗୁଡି ସଭାପତି ଦୂସ୍ମନ ବାଘ , ସମ୍ପାଦକ ଭାଗିରଥି କିସାନ , କର୍ଡାଖମନ ସଭାପତି ଆଶାରାମ କିସାନ , ସମ୍ପାଦକ ଭରତ କିସାନ , କେନ୍ଦ୍ର ଗୁଡି ପକ୍ଷରୁ ମହା ଗୁଡି ସମ୍ପାଦକ ମନୋରଥ ମାଝୀ, ହାଡ଼ି ପାଲି ଆନ୍ଚଲିକ ଗୁଡି ଉପସଭାପତି ପୁରୁଷୋତ୍ତମ ଧାନ, କୁଚିଣ୍ଡା ଏନ୍ ଏ ସି ଆନ୍ଚଲିକ ଗୁଡି ସଭାପତି ନବୀନ ଛତ୍ରୀଆ, ସମ୍ପାଦକ କୃଷ୍ଣ ଚନ୍ଦ୍ର କିସାନ, ଉଲଣ୍ତା,ଝେପ୍ରାପୋଷ ଓ ତଥା କୁନ୍ତଳା ଓ ଜାମଢିପା ଆନ୍ଚଲିକ ଗୁଡି ର ସଭ୍ୟ ସଭ୍ୟା ପ୍ରମୂଖ ଯୋଗଦାନ ପୂର୍ଵକ ନୂଆଖାଇ ଭେଟଘାଟ ର ମହତ୍ତ୍ୱ, ଗୁରୁତ୍ଵ , କିସାନ ସମାଜରେ ନୂଆଖାଇ ରିତିନୀତି ଆଲୋଚନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ