ଜିଲ୍ଲା ସ୍ତରୀୟ ପୋଷଣ ମାସ ୨୦୨୫ ପାଳିତ

ସମ୍ବଲପୁର:ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ତପସ୍ୱୀନି ପ୍ରେଖ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କର। ହୋଇଥିଲ। ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସିଦ୍ଧେଶ୍ୱର ବଳିର।ମ୍ ବନ୍ଦର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୋଷଣ ଅଭିଯାନ କୁ ସଫଳ କରିବାରେ ଅଙ୍ଗନୱାଡ଼ି କର୍ମୀ ମାନେ ସାମାଜିକ ପରିବର୍ତ୍ତନ କ।ରି ହିସାବରେ କାମ କରିଛନ୍ତି ବୋଲି ପ୍ରଶଂସା କରିଥିଲେ ଓ ଜିଲ୍ଲା ରି କୁପୋଷଣ ଦୂରେଇବା ପାଇଁ ସମସ୍ତଙ୍କର ଭୂମିକା ରହିଛି ବୋଲି ମତ ରଖିଥିଲେ।ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ସଂଯୁକ୍ତ। ସାହୁ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୌର ନାରାୟଣ ପାଣି ଯୋଗ ଦେଇ ପୃଷ୍ଟି ହୀନତା ଓ ସାମାଜିକ ସୁରକ୍ଷା ମଧ୍ୟରେ ଥିବା ଯୋଗ।ଯୋଗ ସମ୍ପର୍କ ରେ ମତ ରଖିଥିଲେ।ଡ।. ପି,.ସି . ବିଶ୍ଵାଳ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ ସ୍ବାସ୍ଥ୍ୟ ବିଭାଗ ତରଫରୁ ନିଆ ଯାଉଥିବା ବିଭିନ୍ନ କାର୍ଯକ୍ରମ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ।ସହକାରୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଉଜାଗର ପ୍ରଧାନ ଯୋଗ ଦେଇ କିପରି ଭାବରେ ପୃଷ୍ଟିହିନତ। ଦୂର କରାଯାଇ ପାରିବ ମତ ପ୍ରଦାନ କରିଥିଲେ।ପୂର୍ବତନ ସମାଜ ମଙ୍ଗଳ।ଅଧିକାରିଣୀ ଶ୍ରୀମତୀ ଗୀତାଞ୍ଜଳି।ମହାପାତ୍ର ଯୋଗ ଦେଇ କିପରି ଭାବରେ କୁପୋଷଣ କୁ ଦୂର କର ଯାଇ ପାରିବ ମତ ପ୍ରଦାନ କରିଥିଲେ। ପୂର୍ବତନ ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଝୁଣୁ ସ୍ୱାଇଁ ଯୋଗ ଦେଇ କୁପୋଷଣ ଦୂର କରିବା ରେ ଅଙ୍ଗନୱାଡ଼ି କର୍ମୀ ର ଭୂମିକା ସମ୍ପର୍କରେ ମତ ରଖିଥିଲେ।ପୂର୍ବତନ ସମାଜ ମଙ୍ଗଳ ଅଧିକାରିଣୀ କିପରି ଭାବରେ ଶିଶୁ ମାନଙ୍କୁ ପୋଷଣ ଖାଦ୍ୟ ପ୍ରଦାନ କରାଯାଉଛି ମତ ରଖିଥିଲେ।ପୋଷଣ ମାସ ରେ ବିଭିନ୍ନ ବିଦ୍ୟାଳୟ ରେ ରଚନା,କୁଇଜ୍ ଓ ଚିତ୍ର।ଙ୍କଣ ପ୍ରତିଯୋଗିତା ର ଆୟୋଜନ କର ହୋଇଥିଲ। ଓ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କର।ହୋଇଥିଲ। ଉକ୍ତ କାର୍ଯକ୍ରମ ରେ ଅଙ୍ଗନୱାଡ଼ି କର୍ମୀ ,ଆଶା ,କିଶୋରୀ ବାଳିକା ,ସୁପର୍ଭାଇସର ଓ ସିଡିପିଓ ମାନେ ଯୋଗ ଦେଇଥିଲେ ।ଅଙ୍ଗନୱାଡ଼ି କର୍ମୀ ଓ କିଶୋରୀ ବାଳିକା ମାନେ ପୋଷଣ ଉପରେ ନୃତ୍ୟ ପରିବେଷଣ କରିଥିଲେ।ଶ୍ରୀମତୀ ସୁନୀତା ତ୍ରିପାଠୀ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଜିଲ୍ଲା ସଂଯୋଜକ ଅଭିଲ।ଶ ରଥ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ର ସମସ୍ତ କ।ର୍ୟକର୍ତ।କାର୍ଯ୍ୟକ୍ରମ ଆର ଆୟୋଜନ ରେ ସହୋଜଗ କରିଥିଲେ। ଶ୍ରୀମତୀ ଜୟନ୍ତୀ ଗର୍ତିଆ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।