ବିଜୁଳି ଆଘାତରେ ପ୍ରାଣ ଗଲା
ସମ୍ବଲପୁର:ବିଜୁଳି ଆଘାତରେ ଆଜି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ଆସନ୍ତା ଦୀପାବଳି ପାଇଁ ଘରେ ରଙ୍ଗ ଲଗାଉଥିବା ସମୟରେ ଏହି ଅଘଟଣ ରେ ରେଢ଼ାଖୋଲ ଥାନା ଅନ୍ତର୍ଗତ କଦଳିଗଡ଼ ଗ୍ରାମର ଚନ୍ଦନ ପ୍ରସାଦ ସାହୁ ବିଦ୍ୟୁତ ସଂସର୍ପରେ ଆସି ପ୍ରାଣ ହରାଇଛନ୍ତି। ରେଢ଼ାଖୋଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଛେଦ ପାଇଁ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛନ୍ତି।

