Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭକ୍ତ ଙ୍କ ନାମରେ ଅଶ୍ଳୀଳ ମନ୍ତବ୍ୟ, ଥାନାରେ ମାମଲା

ସମ୍ବଲପୁର:ଆଜି ସମ୍ବଲପୁର ଜିଲ୍ଲା କଂଗ୍ରେସ ତରଫରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ କଂ ନାମରେ କିଛି ବ୍ୟକ୍ତି ଅଶ୍ଳୀଳ ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳି ଥିବାରୁ ଏନେଇ ସାଇବର ଥାନା କ୍ଷେତରାଜପୁର ରେ ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ ସଭାପତି ଇଂ ଅମିତ୍ କୁମାର ଗୁରୁ କଂ ନେତ୍ରୁତ୍ୱ ରେ ବରିଷ୍ଠ ଆଇନଜୀବି ନିରଞ୍ଜନ ତ୍ରିପାଠୀ ଓ ପୁର୍ବତନ ଜିଲ୍ଲା ସଭାପତି ଜୟଶକଂର ମିଶ୍ର , ପିସିସି ସଭ୍ୟ ସୁବାସ ବିଶ୍ଵାଲ ଓ ପିସିସି ସମ୍ପାଦକ ଦିଲିପ୍ ଦୁରିୟା, ପିସିସି sc ଶେଲ ତାପସ କୁମ୍ଭାର , ମହିଳା ନେତ୍ରୀ ବିଜୟଲକ୍ଷ୍ମୀ ବେହେରା, ହିରାକୁଦ ନଗର ସଭାପତି ରବି ରାଉତ, ଜିତେନ ମହାନନ୍ଦ, ପିକୁଂ ଶିଂ , କୁନାଲ ରାୟେ , ତିଳୋତ୍ତମା ଚୋୖଧୁରୀ, ଦିନବନ୍ଧୁ ପରୀଡ, ବୁର୍ଲା ନଗର ସଭାପତି ଗିରିଜା ନାୟେକ, ଜୟନ୍ତ ସାହୁ, ସଂଜିବ ଗାରଡିଆ , ନକୁଳ ବେହେରା ମକରଧ୍ବଜ ରଣବିଡା,ନନ୍ଦ ବାରିକ ଅନ୍ୟ କର୍ମୀ ଓ କର୍ମ କର୍ତ୍ତା ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ