Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ କେନ୍ଦୁପାଲି ରେ ଘରକୁ ପଶିଲା ବର୍ଷାପାଣି

ବୀରମହାରାଜପୁର : ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର NAC ର କେନ୍ଦୂପାଲି ଗାଁରେ ଘର ଭିତରକୁ ପଶିଲା ବର୍ଷା ପାଣି । ଘର ଭିତରେ ଲହଡ଼ି ମାରୁଛି ପାଣି । ପ୍ରାୟ ୧୨ ଟି ପରିବାର ଜଳବନ୍ଦୀ ଥିବାବେଳେ ପାଣି ନିଷ୍କାସନ ପାଇଁ ଜେସିବି ସାହାଯ୍ୟରେ ବାଟ ଖୋଲାଯାଇଥିବା ଦେଖିବାକୁ ମିଳିଛି । ଆଜି ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଘଟଣା ସ୍ଥଳକୁ ଯାଇ ଜଳ ନିଷ୍କାସନ ପାଇଁ ପ୍ରୟାସ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ