Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟାରେ ରଥ ଯାତ୍ରା ପାଇଁ ଚୁଡାନ୍ତ ପ୍ରସ୍ତୁତି ବୈଠକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟାର ଜଗନ୍ନାଥ ମନ୍ଦିର ଠାରେ ଚଳିତ ବର୍ଷର ରଥଯାତ୍ରା ପାଇଁ ଶନିବାର ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ରଥଯାତ୍ରା ଦିନ ମହାପ୍ରଭୁଙ୍କୁ ମନ୍ଦିରରୁ ବାହାର କରିବା ଏବଂ ବାହୁଡା଼ ଯାତ୍ରା ଦିନ ମାଉସୀ ମା’ ମନ୍ଦିରରୁ ବାହାର କରିବାର ସମୟ ସହିତ
ଏକାଦଶୀ ତିଥିରେ ସୁବଳୟାର ବଡଦାଣ୍ଡରେ ହେବାକୁ ଥିବା ସୁନାବେଶ ତଥା ଯାତ୍ରାକୁ ଶାନ୍ତିପୂର୍ଣ୍ଣ ଏବଂ ସୁରୁଖୁରୁ ଭାବରେ ସମ୍ପାଦନ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ