ବାଇକ୍ ରେ ବାଇକ ପିଟି ହୋଇ ଜଣେ ମହିଳାଙ୍କ ମୃତ୍ୟୁ
ବୀରମହାରାଜପୁର :
ବୀରମହାରାଜପୁର–ସୋନପୁର ପୂର୍ତ୍ତବିଭାଗ ର ମୁଖ୍ୟ ରାସ୍ତା, କାନପୁର ପେଟ୍ରୋଲ ପମ୍ପ ନିକଟରେ ବାଇକ୍କୁ ପଛରୁ ଆଉ ଏକ ବାଇକ୍ ଧକ୍କା ଦେବା ଫଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l ଗୁରୁବାର ରାତି ଘଟଣାସ୍ଥଳରେ ବାଇକ ରୁ ଛିଟିକି ପଡ଼ି ବାଇକ ରେ ବସିଥିବା ମହିଳାଙ୍କ ମୃତ୍ୟୁ ହୋଇଛି l
ମୃତ ମହିଳା ଜଣକ ହେଲେ ସିଣ୍ଢୋଲ୍ ଗ୍ରାମର ଭୀମ ମେହେରଙ୍କ ସ୍ତ୍ରୀ ସନ୍ତୋଷିନୀ ମେହେର (52) ବୋଲି ଜଣାପଡିଛି l

