Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Assam Accident: ଆସାମର କାଜିରଙ୍ଗାରେ ଟ୍ରକ୍‌-ଟ୍ରାଭେଲର ମୁହାଁମୁହିଁ ଧକ୍କା, ୨୦ ଜଣଙ୍କ ମୃତ୍ୟୁ ଆଶଙ୍କା!

ଆସାମ: ଆସାମର କାଜିରଙ୍ଗା ଅଞ୍ଚଳର ରୋଙ୍ଗାଜାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଓ ଯାତ୍ରୀବାହୀ ଟ୍ରାଭେଲର ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଅତି କମ୍‌ରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।

ଦୁର୍ଘଟଣାର ଭୟାବହତାକୁ ଦେଖି ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି। ତେବେ ଏପର୍ଯ୍ୟନ୍ତ ମୃତକ ଓ ଆହତଙ୍କ ପ୍ରକୃତ ସଂଖ୍ୟା ସ୍ପଷ୍ଟ ହୋଇନାହିଁ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories