Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖବର ପ୍ରସାରଣ ପରେ ଚାରପାଲି ଛକରେ ସୋଲାର ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲା

ଚିପିଲିମା: ସମ୍ବଲପୁର ଧନକଉଡା ବ୍ଲକ ଚାରପାଲି ରେ ୩ଟି ଜଳ ପ୍ରକଳ୍ପ ଅଚଳ ହୋଇପଡିଥିବାବେଳେ, ଲୋକେ ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ହେଉଥିଲେ।ଏନେଇ ଆମ ଖବର ପ୍ରସାରଣ ପରେ ସଙ୍ଗେ ସଙ୍ଗେ ପ୍ରଭାବ ପଡିଥିବାବେଳେ, ଚାରପାଲି ଛକ ସ୍ଥିତ ସୋଲାର ପ୍ରକଳ୍ପଟି ମରାମତି ହୋଇ ବର୍ତମାନ ପାଣି ସ୍ୱାଭାବିକ ଭାବରେ ବାହାରିଛି।ଏନେଇ ଲୋକେ ପାଣି ଟିକିଏ ପାଇଁ ଆସ୍ୱସ୍ତି ପାଇଛନ୍ତି।କିଛିଦିନ ମଧ୍ୟରେ ଅନ୍ୟ ପ୍ରକଳ୍ପ ମଧ୍ୟ କାର୍ଯ୍ୟକ୍ଷମ ହୋଇଯିବ ବୋଲି ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ କହିଛନ୍ତି।ଏନେଇ ଓଡିଶା ଡ଼ଟ ନିଉଜ କୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories