Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅଗଣତାନ୍ତ୍ରୀକ ଅମଳାତନ୍ତ୍ର ଶାସନ ବିରୋଧରେ ବିଜେପିର ଗଣଧାରଣା

ସମ୍ବଲପୁର:ରାଜ୍ୟରେ ଚାଲିଥିବା ଅଗଣତାନ୍ତ୍ରିକ ଓ ଅମଲାତନ୍ତ୍ର ସର୍ବସ୍ବ ଶାସନ ବ୍ୟବସ୍ଥାକୁ ବିରୋଧ କରି ଓ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସମ୍ବଲପୁର ଗସ୍ତର ପ୍ରତିବାଦ ରେ ଆଜି ସମ୍ବଲପୁର ବିଜେପି ପକ୍ଷରୁ ସ୍ଥନୀୟ ଲକ୍ଷ୍ମୀ ଟକିଜ୍ ଛକରେ ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ନେତୃତ୍ୱରେ ବିଜେପି ପକ୍ଷରୁ ଗଣଧାରଣା ଦିଆଯାଇଛି।କାର୍ଯ୍ୟକ୍ରମ ରହଛି।ପୂର୍ବାହ୍ନ ୧୧ ଘଣ୍ଟା ସମୟରୁ ମଧ୍ୟାହ୍ନ ୨ ଘଣ୍ଟା ଏହି ପ୍ରତବାଦ ଚାଲିଥିଲା।ସେହିପରିରାଜ୍ୟରେ ଚାଲିଥିବା ଅଗଣତାନ୍ତ୍ରିକ ଓ ଅମଲାତନ୍ତ୍ର ସର୍ବସ୍ବ ଶାସନ ବ୍ୟବସ୍ଥାକୁ ବିରୋଧ କରି ଓ ୫ଟି ସଚିବ ଙ୍କ ସମ୍ବଲପୁର ଗସ୍ତର ପ୍ରତିବାଦରେ ଆଜି ରେଙ୍ଗାଲି ବିଜେପି ପକ୍ଷରୁ ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରେଙ୍ଗାଲି ବିଧାୟକ ଶ୍ର ନାଉରୀ ନାୟକଙ୍କ ନେତୃତ୍ବରେ ଶତାଧିକ କର୍ମୀ ଧାରଣାରେ କଳା ପୋଷାକ ପିନ୍ଧି, ହାତରେ ପ୍ଲ୍ୟା-କାର୍ଡ ଓ ଦଳିୟ ପତାକା ଧରି ସ୍ଲୋଗାନ ଦେଇ ଏଥିରେ ସାମିଲ ତିବା ଦେକିବାକୁ ମିଳିଥିଲା।