Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳିଙ୍ଗ ଗୈ।ରବ ସମ୍ମାନ ପାଇଲେ ରେଙ୍ଗାଲି ସରପଞ୍ଚ୍ ଚିତ୍ତରଞ୍ଜନ ବାଗ

ସମ୍ବଲପୁର(ରେଙ୍ଗାଲି):କଳିଙ୍ଗ ଏଜୁକେସନାଲ ଓ ଏଣ୍ଡ ସୋସିଆଲ ୱେଲଫେୟାର ଟ୍ରଷ୍ଟ ଭୁବନେଶ୍ୱର ପକ୍ଷରୁ ଭୁବନେଶ୍ୱର ରେଡକ୍ରସ ଠାରେ ରେଙ୍ଗାଳି ସରପଞ୍ଚ ଚିତ୍ତରଞ୍ଜନ ବାଗ ଙ୍କୁ କଳିଙ୍ଗ ଗୈ।ରବ ସମ୍ମାନ 2023 ପ୍ରଦାନ କରାଯାଇଛି।ନିଜ ରେଙ୍ଗାଳି ତଥା ଆଖପାଖ ଅଂଚଳରେ କରିଥିବା ସମାଜସେବା କାର୍ଯ୍ୟ ପାଇଁ ଶ୍ରୀଯୁକ୍ତ ବାଗ ଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଆଜି ଭୁବନେଶ୍ୱର ରେଡକ୍ରସ ଭବନ ବିଜୁ ବାବୁ ଦି ଲେଜେଣ୍ଟ ପୁସ୍ତକ କୁ ଉନ୍ନୋଚନ ପାଇଁ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଚିତ୍ତରଞ୍ଜନ ବାଗଙ୍କୁ ଏହି ସମ୍ମାନ ମିଳିଛି । ଏହି ସମ୍ମାନ ପାଇବା ପରେ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ବାଗଙ୍କୁ ରେଙ୍ଗାଳି ଅଞ୍ଚଳବାସିନ୍ଦା ତଥା ତାଙ୍କର ଶୁଭେଚ୍ଛୁ ମାନେ ଅଭିନନ୍ଦନ ଜଣାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ