Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଳବାଇ ମହା ପ୍ରବନ୍ଧକଙ୍କ ଗୁଣପୁର ଗସ୍ତ

ବିଶାଖପାଟଣା ପୁର୍ବତଟ ରେଳବାଇ ମହାପ୍ରବନ୍ଧକ ଅନୁପ ଶତପଥୀ ଗୁଣପୁର ଗସ୍ତ କରି ସ୍ଥାନୀୟ ବୁଦ୍ଧିଜିବୀ ଓ ସ୍ଥାନିୟ ବରିଷ୍ଟ ସାମ୍ବାଦିକ ବନ୍ଧୁ ଙ୍କ ସହ ସୈାଜନ୍ୟ ମୁଳକ ସାକ୍ଷାତ କରିଫେରିଛନ୍ତି। ପ୍ରକାଶ ଥାଉଯେ ଅନୁପ ଶତପଥୀ ଙ୍କ ନିକଟରେ ବଦଳୀ ହୋଇଥିବାରୁ ସେ କରିଥିବା ରେଳବାଇ ର ବିକାଶ ନେଇ ତଦରଖାକରି ଫେରିଛନ୍ତି। ବିଶାଖାପାଟଣା ପୁର୍ବତଟ ରେଳବାଇ ମହାପ୍ରବନ୍ଧକ ଙ୍କ ବଦଳି ହୋଇଯାଇଥିବାରୁ ତାଙ୍କ ସ୍ଥାନରେ ଶ୍ରୀ ଶୈାରଭ କୁମାର ନିଯୁକ୍ତି ହୋଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ