Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜମନକିରା; ଆକାଶରେ ଦେଖିବାକୁ ମିଳିଲା ଏକ ବିରଳ ଦୃଶ୍ୟ

ଜମନକିରା : ଆଜି ରାତ୍ର ପ୍ରାୟ ୮ ସମୟରେ ଟାରେ ଜମନକିରା ଆକାଶ ମାର୍ଗରେ ଏକ ବିରଳ ଦୃଶ୍ୟ ଦେଖି ବାକୁ ମିଳିଥିଲା। ଆକାଶ ମାର୍ଗରେ ପ୍ରାୟ ଗୋଟିଏ ମିନିଟ ରୁ ୨ ମିନିଟ ପାଇଁ ଏକ ଧଳା ରଙ୍ଗର ଉଜ୍ଜଳ ଲାଇଟ ଦେଖିବାକୁ ମିଳିଥିଲା। ଯେପରି କୌଣସି ଯନ୍ତ୍ର କିମ୍ବା ଜାନ ଆକାଶ ମାର୍ଗରେ ଯାଉଥିବା ଭଳି ଲାଗିଲା l କିଛି ସମୟରେ ଏହି ଦୃଶ୍ୟ ଉଭାନ ହୋଇ ଗଲା l ଏହି ଦୃଶ୍ୟ ଦେଖି ଜମନକିରା ଅଞ୍ଚଳବାସୀ ଚକିତ ହୋଇଯାଇଥିଲେ।