Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଖରିଆମାଲ ଜଙ୍ଗଳରୁ ମିଳିଳା ବିରଳ ଛତୁ

ସମ୍ବଲପୁର(କୁଚିଣ୍ଡା):କୁଚିଣ୍ଡା ସବଡିଭିଜନ ଅନ୍ତର୍ଗତ ଖରିଆମାଲ ଅଞ୍ଚଳର ଜଙ୍ଗଲରୁ ମିଳିଛି ଏକ ବିରଳ ପ୍ରଜାତିର ଛତୁ।ଏହା ବିଶାଳକାୟର ଅଟେ।ଛତୁକୁ ଖାଦ୍ୟ ହିସାବରେ ଗ୍ରହଣ କାରାଯାଉବା ନଯାଉ କିନ୍ତୁ ଛତୁର ଆକାର ଦେଖି ଲୋଭରେ ଜଙ୍ଗକୁ ଯାଇଥିବା ଲୋକମାନେ ତାକୁ ନେଇ ଆସିଛନ୍ତି । ଏହି ଗୋଟିଏ ଛତୁର ଓଜନ ୧୦ କେ.ଜି. ଥିବା ବେଳେ ଏହାକୁ ଦେଖିବା ପାଇଁ ବର୍ତ୍ତମାନ କେବଳ ଲୋକଙ୍କ ଭିଡ ଦେଖିବାକୁ ମିଳିଛି।