କୁଅରୁ ଉଦ୍ଧାର ହେଲା ଗୋରୁ

ସମ୍ବଲପୁର(ବାରିବନ୍ଧ): ଯୁଯୋମୁରା ବ୍ଲକ୍ ଅନ୍ତର୍ଗତ କବରାପାଲି ପଞ୍ଚାୟତର ବାରିବନ୍ଧ ଠାରେ ଥିବା ଏକ କୂଅରେ ଏକ ଗୋରୁ ପଡିଯାଇଥିଲା।ଏହା ଜାଣିବା ପରେ ଅଞ୍ଚଳର କିଛି ସାମାଜିକ ଚିନ୍ତାଧାରା ରଖିଥିବା ଯୁବ ଉତ୍ସାହୀ ମନେ ଗୋରୂକୁ ବହୁ କଷ୍ଟରେ କୂଅରୁ ଉଦ୍ଧାର କରିଥିଲେ।ଗୋରୂକୁ ଉଦ୍ଧାର କରି ବେକରୁ ରଶି କାଢିବା ପରେ ଗୋରୂଟି ପ୍ରାଣ ବିକଳରେ ଅନ୍ୟତ୍ର ଚାଲି ଯାଇଥିବା ସନାତନ ପାଲି ଗ୍ରାମର ପ୍ରତ୍ୟକ୍ଷ ଦର୍ଶି ପ୍ରକାଶ ବଢାଇ କହିଛନ୍ତି।