Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସବୁଜ ସନାତନପାଲି କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ଼ ସମ୍ମାନିତ

ସମ୍ବଲପୁର : ଅଂଚଳର ଚାଷୀ ମାନଙ୍କୁ ଏକତ୍ରିତ କରି ଚାଷକୁ ପ୍ରୋତ୍ସାହିତ କରିବା ସହ ଫୁଲ ଓ ପନିପରିବା ଉତ୍ପାଦନ ଏବଂ ବିକ୍ରି କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନେଇଥିବାରୁ ଆଜି ଭୁବନେଶ୍ୱର ସ୍ଥିତ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ତରଫରୁ ସମ୍ବଲପୁର ଜିଲ୍ଲା ଜୁଯୋମୁରା ବ୍ଲକ ସବୁଜ ସନାତନପାଲି କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ଼ ର ନିର୍ଦେଶକ ମନବୋଧ ବାରିକ ସନାତନପାଲିଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଛି l ବିଶ୍ୱ ବିଦ୍ୟାଳୟ ର 62 ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଚାଷୀ ଓ ଚାଷର ଉର୍ନତି ପାଇଁ କମ୍ପାନୀ ନେଇଥିବା ପଦକ୍ଷେପ କୁ ଉଚ୍ଚ ପ୍ରଶଂସା କରାଯାଇଛି l ସଭାରେ କୃଷି ମନ୍ତ୍ରୀ ପ୍ରତାପ ସ୍ୱାଇଁ, ଉଦ୍ୟାନ କୃଷି ନିର୍ଦେଶକ, କୁଳପତି ପି.କେ ରାଉଳ, ସମ୍ପ୍ରସାରଣ ଅଧ୍ୟକ୍ଷ ଶିକ୍ଷା ପ୍ରମୁଖ ଉପସ୍ଥିତ ଥିଲେ l