ଆଦିବାସୀ ଐତିହ ସାଧନା ସାଧନା କେନ୍ଦ୍ର ର ଭିତ୍ତି ପ୍ରସ୍ତର ସ୍ଥାପନ।
        ସତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ଗୁରୁବାର ଦିନ ଗୁଡାରି ଠାରେ ଆଦିବାସୀ ଐତିହ୍ୟ ସାଧନା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା,ବିଧାୟକ ରଘୁନାଥ ଗମାଙ୍ଗ,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗର ରାଜ୍ୟ ଉପଦେଷ୍ଟା ସୁଧିର କୁମାର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ,ବ୍ଲକ ଅଧ୍ୟକ୍ଷା କକ୍ଷ୍ମୀ ଶବର,ବ୍ଲକ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ସଦସ୍ୟ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ।ସେହିପରି ଗୁଡାରି ବିଜୁଜନତା ଦଳର ପ୍ରମୁଖ ନେତାମାନେ ଯୋଗ ଦେଇଥିଲେ। ଜିଲ୍ଲା ଉପ ସଭାପତି କେଦାର ସାହୁ, ସମ୍ପାଦକ ସନ୍ତୋଷ କୁମାର ମହାନ୍ତି, ଏମ ପ୍ରସାଦ ରାଓ,ଟୁନା ଗୌଡ଼, ଚନ୍ଦ୍ର ପଣ୍ଡା ପରିଷଦ ଅଧ୍ୟକ୍ଷା ସରମିତା ଶବର,ଈଶ୍ୱର ପାଣିଗ୍ରାହୀ, ବାବୁଲା ପଟ୍ଟନାୟକ,ଗୁଣୁପୁର ରୁ ପିଙ୍କୁ ପଣ୍ଡା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

                        