Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଦ୍ଧି ବିନାୟକ ଗଣେଷ ପୂଜା କମିଟି ଓ ପ୍ରେସକ୍ଲବର ରକ୍ତଦାନ ଶିବିର

ସମ୍ବଲପୁର: ସିଦ୍ଧି ବିନାୟକ ଗଣେଶ ପୂଜା କମିଟି ଏବଂ ପ୍ରେସକ୍ଲବର ମିଳିତ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିରରେ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି l ଏହି ଶିବିରକୁ ଅନୁଷ୍ଠାନିକ ଭାବରେ ଡାକ୍ତର ଶେଷ କିସାନ ଉଦଘାଟନ କରିଥିବାବେଳେ ପ୍ରେସ କ୍ଲବ ର ସଭାପତି ତ୍ରିବିକ୍ରମ ପ୍ରଧାନ ଏବଂ ସମ୍ପାଦକ ଭବାନୀ ଶଙ୍କର ଭୋଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ