Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଙ୍ଗାଲୀପଡା ୫୩ତମ ଦୁର୍ଗାପୂଜା ପର୍ଵ: ନୂତନ କର୍ମକର୍ତ୍ତା

ସମ୍ବଲପୁର:ସ୍ଥାନୀୟ ବଡବଜାର ବଙ୍ଗଲୀପଡା ନେତାଜୀ ସୁଭାଷ ସଂଘ ତରଫରୁ ଆୟୋଜିତ ୫୩ତମ ଦୁର୍ଗାପୂଜା ଉପଲକ୍ଷେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି !ଏହି ବୈଠକରେ ବିଭିନ୍ନ ଜିନିଷ ଗୁଡିକ ଆଲୋଚନା ହେବାପରେ ଏକ ଦୁର୍ଗାପୂଜା କମିଟି କରାଗଲା ଏହି କମିଟିର ସଭାପତି-ସପନ ଚାନ୍ଦ, ଉପସଭାପତି-ସୋନୁ ମୂର୍ତ୍ତି ଓ ରାଜେଶ ମାଝୀ, ସମ୍ପାଦକ-ହିମାଂଶୁ କର୍ମକାର ଓ ଜୋଏ ଘୋଷ, ସହ ସମ୍ପାଦକ-ମୃଣାଲ ସିନ୍ହା ଓ ସୁବିର ରାୟ,କୋଷାଧ୍ୟକ୍ଷ-ବିପ୍ଳବ ସିନ୍ହା ଓ କବିର ରାୟ ଙ୍କୁ ସର୍ବସମତି କ୍ରମେ ବଛାଗଲା ! ଏହି ବୈଠକରେ ଶତାଧିକ ପଡ଼ାବାସୀ ଉପସ୍ଥିତ ଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ